ଶୁଧୁରାଇବା
ଦେଖଣା
ଶୁଧୁରାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଶୁଧ୍ ଧାତୁ କିମ୍ୱା ସୁଧାରାରୁ; ଶୁଧୁରିବା କ୍ରିୟାର ଣିଜନ୍ତିରୂପ)
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ବା ବସ୍ତୁର ଦୋଷାଦିକୁ ସଂସ୍କୃତ କରାଇବା; ସୁଧାରିବା —୧. To correct the faults of a person or a thing.
- ୨. ଅଶୁଦ୍ଧି ସଂଶୋଧନ କରିବା —୨. To rectify a mistake; to amend.
- ୩. କୌଣସି ବ୍ୟକ୍ତିର ଦୁଷ୍ଟାମି ବା ମନ୍ଦ ଆଚରଣକୁ ସଂଶୋଧନ କରିବା —୩. To correct or cure a person of his wickedness or bad character; to reform a person; to remove the blemishes of a person.
- ୪. କୌଣସି ବିଷୟର ଅସୁବିଧାକୁ ଦୁର କରି ତାକୁ ସୁବିଧାଜନକ କରିବା —୪. To bring older or regularity out of confusion; to improve a matter.
- ୫. ରୁଚ୍ଣ ଶରୀରକୁ ଆରୋଗ କରିବା —୫. To cure a person of illness.
- ୬. ନିୟମାଧନ କରାଇବା — ୬. To regulate.
- ୭. ବେଧାରାରୁ ଧାରାକୁ ଆଣିବା — ୭. To bring out method fom chaos.
- ୮. ମରାମତ କରିବା —୮. To repair.
- ୯. ନିୟମାଧୀନ କରିବା —୯. To regulate.