Jump to content

ଶୁଧ୍ୟହେବା

ଉଇକିଅଭିଧାନ‌ରୁ

ଶୁଧ୍ୟହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ମୃତବ୍ୟକ୍ତିର କୁଟୁମ୍ୱଗଣ ନିର୍ଦ୍ଦିଷ୍ଟ ଶୌଚ ଦିବସ ପରେ ସ୍ନାନାଦି କରି ପାକ ପାତ୍ରାଦି ପରିବର୍ତ୍ତନ ପୂର୍ବକ ଶୁଦ୍ଧିଲାଭ କରିବା To undergo purificatory rites after a person's death. (said of the kinsmen of a deceased)