Jump to content

ଶୁନହଟ

ଉଇକିଅଭିଧାନ‌ରୁ

ଶୁନହଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବି—(ନାମ)—(ସଂସ୍କୃତ - ଶୋଣିତ ପୁର)

[ସମ୍ପାଦନା]

ବାଲେଶ୍ୱର ସହରର ଗୋଟିଏ ସାହିର ନାମ —The name of a lane in the Balasore town.

[ଦ୍ରଷ୍ଟବ୍ୟ — ଏହା ବାଲେଶ୍ୱରରେ ପ୍ରସିଦ୍ଧ ସାମନ୍ତ (ଦାସ) ବଂଶୀୟ ଜମିଦାର ମାନଙ୍କର ଅଧ୍ୟୁଷିତ ଅଂଶ; ଏହା ବାଣାସୁରର ରାଜଧାନୀ ପ୍ରାଚୀନ ଶୋଣିତପୁର ଥିଲା ବୋଲି କିମ୍ୱଦନ୍ତୀ ଅଛି]