ଶୁନୁଫୁଟାକି
ଦେଖଣା
ଶୁନୁଫୁଟାକି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂ ଶୂନ୍ୟ ଓ ଫାରାସୀ - ଫଟକା)—୧ ଯେଉଁ ଫଟକା ବିନାଅଗ୍ନିରେ, ଅର୍ଥାତ୍ ତଲେ ଆଘାତ କଲେ, ଫୁଟେ — ୧. Crackers.
ଅନୁବାଦ
[ସମ୍ପାଦନା]- ୨. (ସଂ ଶୂନ୍ୟ ଓ ସ୍ଫୋଟକ)—ବିନା ଅଗ୍ନିରେ ଦେହରେ ଜନ୍ମିବା ବିସ୍ଫୋଟକ; ବିଶିଫୋଟକା —୨. Blisters appearing in the body (without the body bein scorched by fire).