ଶୁନୁବୟନ୍
ଦେଖଣା
ଶୁନୁବୟନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - [ସଂ ସୂନ୍ୟ ଓ ବଚନ]
[ସମ୍ପାଦନା][ଶିଶୁରଞ୍ଜନ ପଦ]—ଯେଉଁ ଶିଶୁ ପ୍ରଥମେ ଚାହାଳିରେ ପହଞ୍ଚି ଅବଧାନଙ୍କଠାରୁ ଶୂନ୍ ପାଏ ତାହାର ଉଚ୍ଚାରଣ କରିବା ପଦ —A couple of words used by the pupil who is the first to arrive at the village-school and who gets a light stroke with the teacher's cane as a mark of appreciation.
[ଉ—ମା ମାରେ ! ଶୁନ୍ୱୟାନ୍ ! ପାଠପଢ଼ା ବଡ଼ ଦୁଃଖ, ହାତ ଗୋଡ଼ ଦୁଇ ଲାଗଇ ରେ, ପଶ୍ଚାନ୍ତେ ବଡ଼ ସୁଖ୍— ଶିଶୁରଞ୍ଜନ ଗୀତ]