ଶୁନ ଦେବା
ଦେଖଣା
ଶୁନ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁନ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା](ଅବଧାନ) ଚାହାଳିରେ ପ୍ରଥମେ ଉପସ୍ଥିତ ଛାତ୍ରକୁ ପୁରୁଷାରସ୍ୱରୂପ ନାମମାତ୍ର ବେତ୍ର ପ୍ରହାର କରିବା —(The teacher) To give a nominal stroke with the cane to the student who comes to the school first.