Jump to content

ଶୁଭଂକରୀ ଧାରା

ଉଇକିଅଭିଧାନ‌ରୁ

ଶୁଭଂକରୀ ଧାରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଶୁଭଙ୍କର ବିଧି—ଅନ୍ୟରୂପ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବସ୍ତୁର ମୂଲ୍ୟ ବା ପରିମାଣ ବାହାର କରିବା ପାଇଁ ବ୍ୟବହୃତ ସର୍ବଜନବୋଧ୍ୟ ଗଣିତର ମାନ ସାଙ୍କ ସୂତ୍ର —Simple aphorisms for calculating the price of commodities when wholesale rates are given.

[ଉ—ଘିଅ ମହଣକୁ ୪୫: ଟଙ୍କା ଦେଲେ ୩ ସେର ଘିଅର ଦାମ କେତେ? ଏ ପ୍ରଶ୍ନର ମୀମାଂସା କରିବାକୁ ଶୁଭଂକରୀ ସୂତ୍ର ଅଛି— ଟଙ୍କା ପ୍ରତି ମହଣକୁ ହୋଇବ ଯେ ଦର ଟଙ୍କା ପ୍ରତି ଆଠ ଗଣ୍ଡା ସେର ପ୍ରତି ଧର

ଅତଏବ ସେରେ ଘିଅର ଦାମ ୪୫ x ୮: ଗଣ୍ଡା= ୩୬: ଗଣ୍ଡା=ଅଠର ଅଣା=ଏକ ଟଙ୍କା ଦୁଇ ଅଣା; ୩ ସେର ଘିଅର ଦାମ ହୋଲା ତିନି ଟଙ୍କା ଛଅ ଅଣା;]