ଶୁଭଂକରୀ ସତ୍ର
ଦେଖଣା
ଶୁଭଂକରୀ ସତ୍ର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଭଂକରୀ ସତ୍ର
|
[ଶୁଭଙ୍କର ବିଧି—ଅନ୍ୟରୂପ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବସ୍ତୁର ମୂଲ୍ୟ ବା ପରିମାଣ ବାହାର କରିବା ପାଇଁ ବ୍ୟବହୃତ ସର୍ବଜନବୋଧ୍ୟ ଗଣିତର ମାନ ସାଙ୍କ ସୂତ୍ର —Simple aphorisms for calculating the price of commodities when wholesale rates are given.
[ଉ—ଘିଅ ମହଣକୁ ୪୫: ଟଙ୍କା ଦେଲେ ୩ ସେର ଘିଅର ଦାମ କେତେ? ଏ ପ୍ରଶ୍ନର ମୀମାଂସା କରିବାକୁ ଶୁଭଂକରୀ ସୂତ୍ର ଅଛି— ଟଙ୍କା ପ୍ରତି ମହଣକୁ ହୋଇବ ଯେ ଦର ଟଙ୍କା ପ୍ରତି ଆଠ ଗଣ୍ଡା ସେର ପ୍ରତି ଧର ଅତଏବ ସେରେ ଘିଅର ଦାମ ୪୫ x ୮: ଗଣ୍ଡା= ୩୬: ଗଣ୍ଡା=ଅଠର ଅଣା=ଏକ ଟଙ୍କା ଦୁଇ ଅଣା; ୩ ସେର ଘିଅର ଦାମ ହୋଲା ତିନି ଟଙ୍କା ଛଅ ଅଣା;]