ଶୁଭକର କେଶରୀ
ଦେଖଣା
ଶୁଭକର କେଶରୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଓଡ଼ିଶାର କେଶରୀବଂଶୀୟ ଜନୈକ ରାଜା —The name of a king of the Keṡarī dynasty of ancient Orissa.
[ଦ୍ରଷ୍ଟବ୍ୟ —ଯାଜପୁର ସବଡିଭିଜନର ନେଉଳ— ପୁରରେ ଆବିଷ୍କୃତ ତାମ୍ରଶାସନ ଅନୁସାରେ ଏ ଚୀନର ରାଜାଙ୍କୁ 'ବୌଦ୍ଧ ବାତଂସକ ସୂତ୍ର' ନାମକ ଗୋଟିଏ ବୌଦ୍ଧ ଗ୍ରନ୍ଥ ଉପହାର ଦେଇଥିଲେ—ଇନ୍ଦ୍ରଶେଖର ଦାସ]