ଶୁଭଦ
ଦେଖଣା
ଶୁଭଦ
ଉଚ୍ଚାରଣ
[ସମ୍ପାଦନା]ଶଭପ୍ରଦ, ଶୁଭପ୍ରଦାୟକ, ଶୁଭଦାତା, ଶୁଭଦାୟୀ ଅନ୍ୟରୂପ—
ଶୁଭଦା, ଶଭପ୍ରଦା, ଶୁଭପ୍ରଦାୟିକା ଶୁଭଦାତ୍ରୀ, ଶୁଭଦାୟିନୀ —ସ୍ତ୍ରୀ
ସଂସ୍କୃତ - ବିଣପୁଲିଙ୍ଗ - (ଶୁଭ+ଦା ଧାତୁ+କର୍ତ୍ତ ଅ)
[ସମ୍ପାଦନା]ଯାହା ଶୁଭ— ପ୍ରଦାନ କରେ; ସୌଭାଗ୍ୟପ୍ରଦ —Auspicious; bringing about good luck.
ବି:
[ସମ୍ପାଦନା]ଅଶ୍ୱତ୍ଥ ବୃକ୍ଷ —Ficus Religiosa tree.