Jump to content

ଶୁଭଶଂସୀ

ଉଇକିଅଭିଧାନ‌ରୁ

ଶୁଭଶଂସୀ

ଉଚ୍ଚାରଣ

[ସମ୍ପାଦନା]
(ଶୁଭଶଂସିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶୁଭ+ଶନ୍ସ୍ ଧାତୁ=କହିବା+କର୍ତ୍ତ ଇନ ୧ମା. ୧ବ)

[ସମ୍ପାଦନା]

ଯାହା ମଙ୍ଗଳର ସୂଚନା କରେ — Which indicates bliss or good luck.