Jump to content

ଶୁଭସୂଚନୀ

ଉଇକିଅଭିଧାନ‌ରୁ

ଶୁଭସୂଚନୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ଦୁର୍ଗା; ଶୁଭଚଣ୍ଡୀ ଦେବୀବିଶେଷ; ମଙ୍ଗଳା — A popular Goddess.

[ଦ୍ରଷ୍ଟବ୍ୟ —କୌଣସି କାର୍ଯ୍ୟରେ ଶୁଭ ଶୁଭ ବା ମଙ୍ଗଳମୟ ଫଳର ଆଶାରେ ସ୍ତ୍ରୀଲୋକମାନେ ଏ ଦେବୀଙ୍କୁ ପୂଜା ମନାସନ୍ତି ଓ କାର୍ଯ୍ୟସିଦ୍ଧିରେ ପଜା କରନ୍ତି; ସ୍ତ୍ରୀଲୋକମାନେ ଏହାଙ୍କୁ ପୂଜା କରନ୍ତି ଓ ଏହାଙ୍କ ବ୍ରତ କଥା ଶୁଣନ୍ତି ଏହାଙ୍କ ଧ୍ୟାନ— ରକ୍ତା ପଦ୍ମଚତୁର୍ମୁଖୀ ତ୍ରିନୟନୀ ଚାମୀକରାଳଂକୃତା ପୀନୋତ୍ତୁଚାକୁଚା ଦୁକୂଳବସନା ହଂସାଧିରୁଢ଼ାପରା ବ୍ରହ୍ମାନନ୍ଦମୟୀ କମଣ୍ଡଳୁକରା କ୍ଷାଭୀତିହସ୍ତା ଶିବା ଧ୍ୟେୟା ସା ଶୁଭସୂଚନୀ କ୍ରିଜଗତାମମ୍ୱାପଦୁଦ୍ଧାରିଣୀ— ବିଶ୍ୱକୋଷ]