ଶୁଭାଇବା
ଦେଖଣା
ଶୁଭାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - କ୍ରିୟାପଦ - (ଶ୍ରୁ ଧାତୁ)
[ସମ୍ପାଦନା]- ୧. ଶୁଭବାକ୍ରିୟାର ଣିଜନ୍ତରୂପ —୧. The causative form of the verb Ṡubhibā
- ୨. ଶୁଣାଇବା (ଦେଖ) - —୨. Ṡuṇāibā (See)
- ୩. ଅନ୍ୟକୁ ଶୁଭିବା ପରି କଥା କହିବା —୩. To speak loudly so as to be heard by another.
(ଉ—୧ ଧୃତରାଷ୍ଟ୍ର ରାଜାଙ୍କୁ ଶୁଭାଇ ସେ ଭୀମ, ବାହୁ ଶବ୍ଦ କରି କରନ୍ତି ଗରଜନ—କୃଷ୍ଣସିଂହ ମହାଭାରତ
- ୨. ବାରେ ଶୁଣିବା ପଢ଼ ଶୁଭାଇ—ଭଞ୍ଜ ବୈଦେହୀଶ— ବିଳାସ)