Jump to content

ଶୁଭାକର ଦେବ

ଉଇକିଅଭିଧାନ‌ରୁ

ଶୁଭାକର ଦେବ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଭୌମ ବଂଶର ଜନୈକ ରାଜା — The name of a king of the Bh&aline;&uline;ma dynasty.

[ଦ୍ରଷ୍ଟବ୍ୟ —ଏ ପର୍ଯ୍ୟନ୍ତ ଭୌମ ବଂଶରେ ଚାରିଜଣ ଶୁଭାକର ଦେବ ଥିବା ଜଣା ଯାଇଛି ପ୍ରଥମ ଶୁଭାକର ଦେବ ପରମସୌଗତ (ବୌଦ୍ଧ) ଥିଲା କିନ୍ତୁ ପରବର୍ତ୍ତୀ ଶୃଭାକରମାନେ ପରମମାହେଶ୍ୱର, ପରମ ଭଟ୍ଟାରକ, ମହାରାଜଧିରାଜ, ପରମେଶ୍ୱର ପ୍ରଭୃତି ଚକ୍ରବର୍ତ୍ତୀ ଲକ୍ଷଣୋପେତ ବିରୁଦ ମାନ ଧାରଣ କରିଥିଲେ କେଦାରନାଥ ମହାଯାତ୍ରା]