ସଂସ୍କୃତ - ବିଶେଷଣ - ଓ ବିଶେଷଣ - ସ୍ତ୍ରୀ
[ସମ୍ପାଦନା]
- ୧. (ବହୁବ୍ରୀହି) କୁବେର ପତ୍ନୀ — ୧. The wife of the God of wealth.
- ୨. ସୁନ୍ଦରୀ ସ୍ତ୍ରୀ —୨. A graceful lady.
[ଉ— ନ ଭାଇରେ ଶୁଭଙ୍ଗୀ ଭରତୀ ହୁଅ ସାହା—କବିସୀର୍ଯ୍ୟ. କିଶୋରୀଚମ୍ପୂ ନ ଗୀତ]
- ୩. କାମଦେବଙ୍କ ପତ୍ନୀ; ରତି ଦେବୀ —୩. The wife of God Cupid.