Jump to content

ଶୁଭାନୁଧ୍ୟାତା

ଉଇକିଅଭିଧାନ‌ରୁ

ଶୁଭାନୁଧ୍ୟାତା

ଉଚ୍ଚାରଣ

[ସମ୍ପାଦନା]
(ଶୁଭାନୁଧ୍ୟାୟିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶୁଭ+ଅନୁ+ଧ୍ୟୈ+କର୍ତ୍ତ. ଇନ୍;ତ)

[ସମ୍ପାଦନା]

ଯେ ଶୁଭ ଚିନ୍ତା କରେ — One who wishes good.