ଶୁଭା ପାଇବା
ଦେଖଣା
ଶୁଭା ପାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁଭା ପାଇବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଶୁଭା=ଶୋଭା)
[ସମ୍ପାଦନା]ଶୋଭା ପାଇବା — To shine; to look beautiful.
[ଉ— ଆପେ ଶୁଭା ଯାଉଥିବା ଆପେ ଛନ୍ନଛିଦ୍ର—ପ୍ରାଚୀ ବ୍ରହ୍ମନିରୁପଣଗୀତା]
ଶୁଭା ପାଇବା
|
ଶୋଭା ପାଇବା — To shine; to look beautiful.
[ଉ— ଆପେ ଶୁଭା ଯାଉଥିବା ଆପେ ଛନ୍ନଛିଦ୍ର—ପ୍ରାଚୀ ବ୍ରହ୍ମନିରୁପଣଗୀତା]