Jump to content

ଶୁଭିବା

ଉଇକିଅଭିଧାନ‌ରୁ

ଶୁଭିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଶ୍ରୁ ଧାତୁ; ପ୍ରା. ଶୁଭ ଧାତୁ)

[ସମ୍ପାଦନା]

ଶ୍ରୁତି ହେବା; ଶ୍ରୁତିଗୋଚର ହେବା; ଶୁଣାଯିବା —To be heard; to be audible.

[ଉ—ସେହିକାଳେ ଆକାଶୁଁ ବଚନ ଶୁଭିଲା—କୃଷ୍ଣସିଂହ. ମହାଭାରତ]