ଶୁଭ୍ରା
ଦେଖଣା
ଶୁଭ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ସ୍ତ୍ରୀ)
[ସମ୍ପାଦନା]ଶୁଭ୍ରର ସ୍ତ୍ରୀ ଲିଙ୍ଗ —The feminine of Ṡubhra.
ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ବଂଶରୋଚନା (ଦେଖ) - —୧. Baṁsarochanā (See)
- ୨. ସ୍ଫଟୀ; ଫଟିକିରୀ —୨. Alum.
- ୩. ଗୋରୋଚନା — ୩. Gorochanā (See),
- ୪. ଚିନି [ବିଶ୍ୱକୋଷ] — ୪. White sugar,
- ୫. ଶ୍ୱେତ ବୃଦ୍ଧଦାରକ [ବିଶ୍ୱ— କୋଷ] —୫. The white variety of Gmelina Asiatica.