ଶୁଭ୍ର ଦନ୍ତୀ
(ଶୁଭ୍ରଦନ୍ତ—ବିଶେଷଣ - ପୁଂ)
ଶୁଭଦନ୍ତବିଶିଷ୍ଟା (ସ୍ତ୍ରୀ) —(a woman) Having a fine set teeth.
ବାୟୁକୋଣରେ ଦିଗ୍ୱଜ ପୁଷ୍ପଦନ୍ତର ସ୍ତ୍ରୀ — The name of the female of the tusker which guards the N.W. quarter of the universe.