ଶୁଭ ଚନ୍ଦ୍ର
ଦେଖଣା
ଶୁଭ ଚନ୍ଦ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)
[ସମ୍ପାଦନା]କଲ୍ୟାଣୀ ବନ୍ଦ୍ର; ଶୁକ୍ଳପକ୍ଷ ଓ କୃଷ୍ଣ ପକ୍ଷରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଜନ୍ମ ରାଶିଠାରୁ ନିର୍ଦିଷ୍ଟ ଗୃହରେ ଥିବା ଚନ୍ଦ୍ରଗ୍ରହର ଶୁଭଶଂସୀ ଅବସ୍ଥାନ — Auspicious position of the moon in respect of person's horocope.
[ଦ୍ରଷ୍ଟବ୍ୟ —'ଚତୁର୍ଥେ ଦ୍ୱାଦଶ କୃଷ୍ଣେ, ଶୁକ୍ଳେ ଦ୍ୱେ ନବ ପଞ୍ଚକେ' ବଚନରୁ ଶୁକ୍ଳ— ପକ୍ଷରେ ୪ର୍ଥ ଓ ୨ୟ ଓ କୃଷ୍ଣ ପକ୍ଷରେ ୨ୟ, ୯ମ ଓ ୫ମ ଚନ୍ଦ୍ର ଶୁଭକର]