Jump to content

ଶୁଭ ଚେଷ୍ଟା

ଉଇକିଅଭିଧାନ‌ରୁ

ଶୁଭ ଚେଷ୍ଟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଅନ୍ୟର ମଙ୍ଗଳ କରିବାକୁ ଯତ୍ନ —୧. Endeavour to do good to a person.
୨. ମଙ୍ଗଳମୟ ଯତ୍ନ —୨. Good or noble endeavour.