Jump to content

ଶୁଭ ଦୃଷ୍ଟି

ଉଇକିଅଭିଧାନ‌ରୁ

ଶୁଭ ଦୃଷ୍ଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]
୧. ମଙ୍ଗଳଜନକ ଦୃଷ୍ଟି —୧. Auspicious look.
୨. ଦୟାଳୁତାପୂର୍ଣ୍ଣ ଦୃଷ୍ଟି —୨. Kind look.
୩. ଅନୁକୂଳ ଦୃଷ୍ଟି — ୩. Favourable look.
୪. ବିବାହକାଳରେ ବର ଓ କନ୍ୟାଙ୍କର ଶୁଭଲଗ୍ନରେ ପରସ୍ପର ପ୍ରତି ପ୍ରଥମ ଦୃଷ୍ଟି — ୪. The first ceremonial interview between the bride and the bridegroom at the marriage in an auspicious moment.