ଶୁଭ ଲକ୍ଷଣ
(ଶୁଭଲକ୍ଷଣା—ବିଶେଷଣ - ସ୍ତ୍ରୀ)
ମଙ୍ଗଳମୟ ଚିହ୍ନ —Auspicious sing.
=== ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
ଶୁଭଲକ୍ଷଣଯୁକ୍ତ; ସୂଲକ୍ଷଣ —Having auspicious sings.
[ଉ—ଶୁଭଲକ୍ଷଣା ଲକ୍ଷ୍ମୀ ତାହାଙ୍କ ଭଗ୍ନୀ ଥିଲେ କୃଷ୍ଣସିଂହ ମହାଭାରତ]