ଶୁଭ ସମ୍ୱାଦ
=== ସଂସ୍କୃତ - ବିଶେଷ୍ୟ - (କର୍ମଧା)
ମଙ୍ଗଳମୟ ବା ସୁଖକର ଖବର; ସୁସମ୍ୱାଦ —happy or lucky news; glad tidings.