ଶୁର୍କୁଟା ମୁର୍ କୁଟା
ଦେଖଣା
ଶୁର୍କୁଟା ମୁର୍ କୁଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୁର୍କୁଟା ମୁର୍ କୁଟା
|
[ଶୁରୁକୁଟିଆ ମୁରୁକୁଟିଆ—ଅନ୍ୟରୂପ]
[ଶୁରୁକୁଟୀ ମୁରୁକୁଟୀ, ଶୂରୁକୁଟେଈ ମୁରୁକୁଟେଈ—ସ୍ତ୍ରୀ]
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଶୁଷ୍କ ଓ ମୃତ ପ୍ରାୟ — ୧. Withered and dying.
- ୨. ଅତି କ୍ଷୀଣ —୨. Lean and thin; withhered.