ଶୁଳ୍କ

ଉଇକିଅଭିଧାନ‌ରୁ
  1. ଟିକସ
  2. କର
  3. ମାଶୁଲଶୁଳ୍କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

(ଶୁଳ୍ ଧାତୁ=ଗମନ କରିବା+କ; ବା ଶୁଳ୍ପ ଧାତୁ+ କର୍ମ. ଅ) ===

୧. ରାଜକର ବିଶେଷ; ମାସୁଲ; ଟିକସ — ୧. Cess; fees; tax.
୨. ଦ୍ରବ୍ୟାଦିର ଆମଦାନି
ରପ୍ତାନି ଉପରେ ରାଜାଙ୍କୁ ଦେୟ କର —୨. Toll or duty leaved on goods or merchandise; customs duty.

୩. ଘାଟ ପାରି ମାସୁଲ [ବିଶ୍ୱକୋଷ] Ferry-toll.

[ଦ୍ରଷ୍ଟବ୍ୟ —ଘାଟରୁ, ବାଟରୁ ଓ ଦ୍ରବ୍ୟାଦିର କ୍ରୟ ବିକ୍ରୟ ସ୍ଥାନରୁ, ଜଳପଥରୁ, ସ୍ଥଳପଥରୁ ରାଜାଦେଶରେ ଯେଉଁ କର ଆଦାୟ ହୁଏ ତାକୁ ଶୁକ୍ଳ ବୋଲାଯାଏ ବିଶ୍ୱକୋଷ]

୪. ବିବାହାଦିରେ ପଣ; କନ୍ୟାକୁ ବିବାହ କରିବା ପାଇଁ ବରପକ୍ଷରୁ କନ୍ୟାକର୍ତ୍ତାଙ୍କୁ ଦିଆଯିବା ଧନ —୪. Money given to the parents of a brids as the pripe of the birde.
୫. ଯୌତୁକ —୫. Matrimonial presents.
୬. ବିକ୍ରି କରାଯିବା ବସ୍ତୁର ମୂଲ୍ୟ — ୬. Sale price or consideration money.
୭. ପଣ; ବାଜୀ —୭. Wager.