ଶୁଳ୍କି
ଦେଖଣା
ଶୁଳ୍କି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବି—(ନାମ)
[ସମ୍ପାଦନା]ଉତ୍କଳରେ ପ୍ରାଚୀନ ରାଜବଂଶ ବିଶେଷ — An ancient dynasty of kings of Orissa.
[ଦ୍ରଷ୍ଟବ୍ୟ —'ଶୁଳ୍କି' ନାମକ ଗୋଟିଏ ପ୍ରାଚୀନ ରାଜବଂଶ— ଉତ୍କଳ ଦେଶସ୍ଥ କୋଦାଳକ ମଣ୍ଡଳରେ ଖ୍ରୀଷ୍ଟିୟ ୫ମ ଶତାବ୍ଦୀଠାରୁ ରାଜତ୍ୱ କରୁଥିଲେ କୋଦାଳକ ମଣ୍ଡଳ ବ୍ରାହ୍ମଣୀ ନଦୀରି ଉତ୍ତର କଳରେ ଅବସ୍ଥିତ ଥିଲା ଆଧୁନିକ ଢେଙ୍ଗାନାଳ, ତାଳଚେର, ହୁନ୍ଦୋଳ, ବଣାଇ, ଗାଙ୍ଗପୁର ପ୍ରଭୃତି ଏହାର ଅନ୍ତର୍ଗତ ଥିଲା ଏହି ବଂଶର କୌଣସି ରାଜାଙ୍କୁ ମଗଧର ମୌଖରୀ ବଂଶଭୂଷଣ, ଇଶାନ ବର୍ମନ୍ ୬୧୧: ସମ୍ୱତ୍ ବା ୫୫୪: ଖ୍ରୀଷ୍ଟାବ୍ଦ ପୂର୍ବରୁ ପରାସ୍ତ କରିଥିଲେ ଏହି ବଂଶୀୟ କୁଳସମ୍ଭବ ବିଶେଷ ପରାକ୍ରମ— ଶାଳୀ ଥିଲେ ଓ ସେ ବିକ୍ରମାଦିତ୍ୟ ଉପାଧି ଧାରଣ କରିଥିଲେ କେଦାରନାଥ ମହାଯାତ୍ରା]