ଶୁଶୁମାର
ବନ୍ୟ ବୃକ୍ଷ ବିଶେଷ —A kind of tree Ylocarpus Obovatus.
[ଦ୍ରଷ୍ଟବ୍ୟ —ଏହା ନଈ ମୁହାଣ ପଠାରେ ଥିବା ଗଛ ଏହା ଉଚ୍ଚତାରେ ପ୍ରାୟ ୧୮: ଫୁଟ୍ ପର୍ଯ୍ୟନ୍ତ ବଢ଼େ]