ଶୁଶ୍ରୁଷିତବ୍ୟ
(ଶୁଶ୍ରୂଷିତବ୍ୟା—ସ୍ତ୍ରୀ)
(ଶ୍ରୁ ଧାତୁ ଇଚ୍ଛାର୍ଥେ ସନ୍+କର୍ମ ତବ୍ୟ) ଶୁଶ୍ରୁଷା ଯୋଗ୍ୟ —Fit to be served or taken care of.