ଶୁଶ୍ରୂଷକ
ଦେଖଣା
ଶୁଶ୍ରୂଷକ
ଉଚ୍ଚାରଣ
[ସମ୍ପାଦନା](ଶୁଶ୍ରଷିକା—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶ୍ରୁ ଧାତୁ ଇଚ୍ଛାର୍ଥେ ସନ୍ ବା ଦ୍ୱିତ୍ୱ+ କର୍ତ୍ତ ଅକ)
- ୧. ଶୁଶ୍ରୁଷାକାରୀ—ସେବା— କାରୀ —୧. Serving; tending; nursing; looking after the comforts of a person.
- ୨. ଆଜ୍ଞା ପାଳକ —୨. Obedient
- ୩. ମନୋଯୋଗକାରୀ —୩. Attentive (Apte).
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ସେବକ —Servant; attendant.