Jump to content

ଶୁଶ୍ରୂଷିତ

ଉଇକିଅଭିଧାନ‌ରୁ

ଶୁଶ୍ରୂଷିତ

ଉଚ୍ଚାରଣ

[ସମ୍ପାଦନା]
(ଶୁଶ୍ରୂଷିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ଶ୍ରୁ ଧାତୁ ଇଚ୍ଛାର୍ଥେ ସନ୍+କର୍ମ ତ)

[ସମ୍ପାଦନା]

ପରିଚର୍ଯ୍ୟା ପ୍ରାପ୍ତ; ସେବିତ —Served; tended; looking after; nursed; cared for.