ଶୁଶ୍ରୂଷିତା
(ଶୁଶ୍ରୂଷିତ୍ରୀ—ସ୍ତ୍ରୀ)
(ଶୁଶ୍ରୁଷିତ+ଆ) ଶୁଶ୍ରୁଷିତର ସ୍ତ୍ରୀଲିଙ୍ଗ — Feminine of Ṡuṡhrūshita.
=== ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - ପୁଲିଙ୍ଗ - (ଶ୍ରୁ ଧାତୁ ଇଚ୍ଛାର୍ଥେ ସନ୍+କର୍ତ୍ତତୃ =ଶୁଶ୍ରୁଷିତୃ, ୧ମା. ୧ବ)
ଶୁଶ୍ରୁଷକ; ସେବାକାରୀ —Serving; tending; nursing.