ଶୁଶ୍ରୂଷୁ
ଦେଖଣା
ଶୁଶ୍ରୂଷୁ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷଣ -[ଶ୍ରୁ ଧାତୁ ଇଚ୍ଛାର୍ଥେ ସନ୍=ଶୃଶ୍ରୂଷ୍ ଧାତୁ+ କର୍ତ୍ତୃ. ଉ]
- ୧. ଶୁଣିବାକୁ ଇଚ୍ଛୁକ —୧. Desirous to hear.
- ୨. ଶୁଶ୍ରୂଷା ବା ସେବା କରିବାକୁ ଇଚ୍ଛୁକ —୨. Desirous to serve or nurse.
- ୩. ଆଜ୍ଞା ପାଳକ —୩. Obedient; attentive (Apte).