ଶୁଶ୍ରୂଷ୍ୟ
(ଶୁଶ୍ରଷଣୀୟ—ଅନ୍ୟରୂପ)
[ଶୁଶ୍ରୃଷ୍ୟ, ଶୁଶ୍ରୂଷଣୀୟା—ସ୍ତ୍ରୀ]
(ଶ୍ରୁଧାତୁ ଇଚ୍ଛାର୍ଥେ ସନ୍+କର୍ମ ଯ)ସେବିତବ୍ୟ; ଶୁଶ୍ରୂଷାଯଗ୍ୟ —Deserving to bo looked after or tended.