ଶୁଷି
ଦେଖଣା
ଶୁଷି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶୁଷଧାତୁ+କର୍ତ୍ତୃ ଇ)
[ସମ୍ପାଦନା]- ୧. ଶୁଷ୍ —୧. Ṡusha (See)
- ୨. ଦନ୍ତମଧ୍ୟରେ ଥିବାଛିଦ୍ର ବା ଶୂନ୍ୟ— ସ୍ଥାନ —୨. The hollow inside the teeth or fangs.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମୁଣ୍ଡିକାଠ ମଧ୍ୟରେ ଥିବା ଲମ୍ୱ ଛିଦ୍ର —A hole or hollow running through the middle of a log of wood along its length.