ଶୁଷିର
ଦେଖଣା
ଶୁଷିର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶୁଷ୍ ଧାତୁ+କର୍ତ୍ତ, କିମ୍ୱା ଶୁଷି+ଇର)
[ସମ୍ପାଦନା]- ୧. ବିବର; ଛିଦ୍ର; ରନ୍ଧ୍ର —୧. Hole.
- ୨. ଅଗ୍ନି — ୨. Fire.
- ୩. ଫୁଙ୍କିକରି ବଜାଇବାପାଇଁ ବ୍ୟବହୃତ ଛିଦ୍ରଯୁକ୍ତ ବାଦ୍ୟଯନ୍ତ୍ର (ଯଥା—କଂଶୀ) —୩. A wind- pipe; flute; a musimcal instrument with regulated holes to be blown by the mouth, a wind instrument.
- ୪. ମୂଷିକ; ଇନ୍ଦୁର —୪. Rat; mouse.
- ୫. ବାୟୁ —୫. The atmosphere.
ବିଶେଷଣ -
[ସମ୍ପାଦନା]ଛିଦ୍ରଯୁକ୍ତ —Full of holes; perforated.