ଶୁଷ୍କ
ଦେଖଣା
ଶୁଷ୍କ
ଉଚ୍ଚାରଣ
[ସମ୍ପାଦନା](ଶୁଷ୍କା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଶୁଷ୍ ଧାତୁ=ଶୁଖିଯିବା+କର୍ତ୍ତୃ. ତ; 'ତ' ସ୍ଥାନରେ 'କ' ଆଦେଶ)
[ସମ୍ପାଦନା]- ୧. ନିର୍ଜ୍ଜଳ; ଜଳହୀନ; ଶଖିଲା — ୧. Dry; waterless.
- ୨. ଯହିଁରୁ ଜଳ ବା ରସ ଶୁଖି ଯାଇଅଛି —୨. Parched up.
- ୩. ନୀରସ — ୩. Juiceless; saples.
- ୪. ଶୀର୍ଣ୍ଣ —୪. Emaciated, withered. thin. shrivelled; shrunk up.
- ୫. ରୁକ୍ଷ —୫. Rude; rough.
- ୬. (ଲକ୍ଷଣାର୍ଥ) ଅହେତୁକ —୬. (figurative) Groundless.
- ୭. (ଲକ୍ଷଣାର୍ଥ) ନିଷ୍ଫଳ —୭. (Figurative) Fruitless; barren.
- ୮. (ଲକ୍ଷଣାର୍ଥ) ନିରର୍ଥକ —୮. (figurative) Vain.
- [ଉଦାହରଣ— ଶୁଷ୍କ ବାକ୍ୟ ]
- ୯. (ଲକ୍ଷଣାର୍ଥ) ବିରସ; ନିରାନନ୍ଦମୟ; ବିଷର୍ଣ୍ଣ; ବିମର୍ଷ —୯. (figurative) Sorrowful; sad; pale
- [ଉଦାହରଣ— ଶୁଷ୍କମୁଖ ]
- ୧୦. ବାହାନା କରାଯାଇ ଥିବା —୧୦. Feigned; pretended.
- ୧୧. ଅପ୍ରୟୋଜନୀୟ —୧୧. Useless.
- ୧୨. କଠୋର (ବାକ୍ୟ) —୧୨. Offensive; harsh.