Jump to content

ଶୁଷ୍କଳ

ଉଇକିଅଭିଧାନ‌ରୁ

ଶୁଷ୍କଳ

ଉଚ୍ଚାରଣ

[ସମ୍ପାଦନା]
(ଶୁଷ୍କଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ଶୁଷ୍କ+ଳ)

[ସମ୍ପାଦନା]
୧. ମାସଂ, ଆମିଷ —୧. Meat; flesh.
୨. ଶୁଖିଲା ମାଂସ —୨. Dried meat.

ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଆମୀଷ ଭୋଜୀ — Meat-eating; carnivorous.