ଶୁଷ୍କ କଣ୍ଠ
(ଶୁଷ୍କକଣ୍ଠା—ସ୍ତ୍ରୀ)
(ତୃଷ୍ଣା, ଭୟ, ରୋଗ ଆଦି ଯୋଗୁଁ) ଯେଉଁ କଣ୍ଠରୁ ବା ଗଳାରୁ ଛେପ ଆଦି ଶୁଖି ଯାଇଥାଏ —A dry throat; a parched throat.
ଯାହାର କଣ୍ଠ ବା ଗଳା ଶୁଖି ଯାଇଅଛି —Having one's throat parched up.