Jump to content

ଶୁଷ୍ମା

ଉଇକିଅଭିଧାନ‌ରୁ

ଶୁଷ୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - କ୍ଳୀ ଓପୁଲିଙ୍ଗ - (ଶୁଷ୍ ଧାତୁ କର୍ତ୍ତ ମ ଓ ମନ୍=ଶୁଷ୍ମନ୍ ଶବ୍ଦ ୧ମା, ୧ବଚନ)

[ସମ୍ପାଦନା]
୧. ଅଗ୍ନି —୧. Fire.
୨. ସୂର୍ଯ୍ୟ —୨. The sun.
୩. ବାୟୁ —୩. Wind air.
୪. ବଳ; ବୀର୍ଯ୍ୟ —୪. Might; strength
୫. ତେଜଃ; ଦୀପ୍ତି —୫. Lustre; glow, glory. splendour
୬. ପକ୍ଷୀ —୬. Bird.
୭. ଚିତ୍ରକ ବୃକ୍ଷ —୭. Plumbago Zeylanica (plant)