ଶୂକ
ଦେଖଣା
ଶୂକ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବି—(ଶୋ ଧାତୁ=ତୀକ୍ଷଣ କରିବା+କର୍ତ୍ତ. ଉକ;ନିପାତନ)
- ୧. ଶସ୍ୟାଦିର ସୂକ୍ଷ୍ମ ଅଗ୍ରଭାଗ; ଶୂଆଁ; ସଙ୍ଗ —୧. The sharp point of graines.
- ୨. ତୀକ୍ଷ୍ମାଗ୍ର; ସୂକ୍ଷ୍ମ ଅଗ୍ର ୨. A sharp point.
- ୩. ଯବ, ବାଡ଼ଙ୍ଗା, ଗହମ ଆଦିର ଅଗ୍ରର ସୂକ୍ଷ୍ମ ଥୋଡ଼ା —୩. The fine beards of wheat, barley and wild paddy.
- ୪. ଦୟା —୪. Kindness.
- ୫. ଶିଖା —୫. Crest; point; summit:
- ୬. କେଶ ଶିଖା; ମୁଣ୍ଡ ମଝିରେ ଥିବା କେଶଗୁଛ —୬. A tuft of hair leftl on the crown of head after tonsure; pig tail.