Jump to content

ଶୂକକ

ଉଇକିଅଭିଧାନ‌ରୁ

ଶୂକକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶୂକ+ସ୍ୱାର୍ଥେ କ)

[ସମ୍ପାଦନା]
୧. ଯବ; ଯଅ ଧାନ — ୧. Barley.
୨. ପ୍ରାବୃଟ୍; ବର୍ଷାଋତୁ — ୨. Rainy season.
୩. ରସ —୩. Juice; liquid.
୪. ଶରୀରସ୍ଥ ଜଳୀୟପଦାର୍ଥବିଶେଷ ରସଧାତୁ —The primary fluid from which blood is formed.