Jump to content

ଶୂକର

ଉଇକିଅଭିଧାନ‌ରୁ

ଶୂକର

ଉଚ୍ଚାରଣ

[ସମ୍ପାଦନା]

[ସୂକର—ଅନ୍ୟ ଆକାର]

[ଶୂକରୀ—ସ୍ତ୍ରୀ] 

ସ. ବିଶେଷ୍ୟ - ପୁଲିଙ୍ଗ - [ଶୂ=ଧ୍ୱନ୍ୟନୁକାରୀ ଶବ୍ଦ+କୃ ଧାତୁ+କର୍ତ୍ତୃ ଅ, କିମ୍ୱା ଶୂକ=ତୀକ୍ଷ୍ମ ଲୋମ+ଧାରୀ ଅର୍ଥରେ ର]

[ସମ୍ପାଦନା]
୧. ଘୁଷୁରି —୧. Hog; pig.
୨. ବରାହ —୨. Boar.

[ଦ୍ରଷ୍ଟବ୍ୟ — ଏମାନେ ଦୁଇ ଶ୍ରେଣୀର ଯଥା—ଗୃହପାଳିତ ଶୂକର — Domestic pig ଓ ବନ୍ୟ ଶୂକର ବା ବରାହ Wild boar. ଏମାନଙ୍କ ମାଂସ ମୁସଲମାନଙ୍କ ଦୃଷ୍ଟିରେ ଅତି ଅପବିତି ହିନ୍ଦୁସମାଜରେ ଅସ୍ପୃଶ୍ୟ ଜାତି (ବାଉରି, ହାଡ଼ି, କନଧ ଆଦି] ଶୂକର ମାଂସ ଖାଆନ୍ତି; ସାଦେବମାନଙ୍କର ଏହା ପ୍ରିୟ ଖାଦ୍ୟ]