ଶୂକଶିମ୍ୱୀ
ଦେଖଣା
ଶୂକଶିମ୍ୱୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - [ଶୁକଯୁକ୍ତ ଶିମ୍ୱୀ ମ. ପ. ଲୋ]
[ସମ୍ପାଦନା]ବାଇତଙ୍କ; ଶିମ୍ୱ ଜାତୀୟ ଶୂକମୟ ବନ୍ୟ ଲତା ଫଳ ବିଶେଷ —Cowhage Macuna Pruriens.
[ଦ୍ରଷ୍ଟବ୍ୟ —ଏହାର ଛୁଇଁଯାକ ତୀକ୍ଷ୍ଣ ଲୋମରେ ଆବୃତ ଗ୍ରୀଷ୍ନକାଳରେ ଏହି ଫଳ ପୋଖତ ହେଲେ ଏହି ଛୁଇଁଦେହରୁ ତୀକ୍ଷ୍ଣ ଲୋମଗୁଡ଼ିକ ଉଡ଼ିଆସି ମନୁଷ୍ୟ ଦେହରେ ଲାଗେ ଓ ଲୋମ— କୂପରେ ପ୍ରବେଶ କରି ବିଶେଷ କଣ୍ଡୁ, ଫୁଲା ଓ ବ୍ୟଥା ଜନ୍ମାଏ କିନ୍ତୁ ଅଥିର ବୀଜ ଅତ୍ୟନ୍ତ ଶୁକ୍ରବର୍ଦ୍ଧକ ଓ ରତିଶକ୍ତି— ବର୍ଦ୍ଧକ ଏହା ମଧୁରତିକ୍ତରସ, ବଳକର, ମାଂସବର୍ଦ୍ଧକ, ଶୁକ୍ରଜନକ ଓ ତ୍ରିଦୋଷନାଶକ, ବାୟୁର ଶାନ୍ତିକାରକ ଓ ରକ୍ତଦୋଷନିବାରକ]