ଶୂକ୍ଷ୍ମ
ଦେଖଣା
ଶୂକ୍ଷ୍ମ
ଉଚ୍ଚାରଣ
[ସମ୍ପାଦନା](ସୂକ୍ଷ୍ମ—ଅନ୍ୟ ଆକାର)
ସଂସ୍କୃତ -ବିଶେଷଣ - [ସୂଚ୍ ଧାତୁ=ଜ୍ଞାପନ କରିବା+ଯ]
[ସମ୍ପାଦନା]- ୧. ସୂକ୍ଷ୍ମ —୧. Ṡūkshma (See).
- ୨. ଅତି କ୍ଷୂଦ୍ର; ସରୁ; ମିହି —୨. Minute. very small.
- ୩. ଅତି ଅଳ୍ପ —୩. Very little.
- ୪. ପତଳା — ୪. Thin; slender; delicate.
- ୫. କୃତ୍ରିମ — ୫. Artificial.
- ୬. ପାରମାର୍ଥିକ —୬. Spritual.
- ୭. ତନ୍ନ ତନ୍ନ ପୂର୍ବକ ବିଚାର —୭. Through investigation or enquiry.