Jump to content

ଶୂଦ୍ରକ

ଉଇକିଅଭିଧାନ‌ରୁ

ଶୂଦ୍ରକ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାମଚନ୍ଦ୍ରଙ୍କଦ୍ୱାରା ନିହତ ଜଣେ ଶଦ୍ର ମୁନି; ଶମ୍ୱୁକ — Name of a Ṡūdra sage who was killed by Rāmachandra.

[ଦ୍ରଷ୍ଟବ୍ୟ —ଏ ଶାସ୍ତ୍ର— ବିରୁଦ୍ଧ ତପସ୍ୟାରେରତ ହେବାରୁ ଜଣେ ବ୍ରାହ୍ମଣ ପୁତ୍ରର ଅକାଳ ମୃତ୍ୟୁ ଘଟିଲା; ସରାମନ୍ଦ୍ର ଅନୁସନ୍ଧାନପୂର୍ବକ ତାହାର ମସ୍ତକ ଛେଦନ କରି ଯୁଗଧର୍ମ ରକ୍ଷା କରିଥିଲେ]

=== ସଂସ୍କୃତ - ବିଶେଷ୍ୟ -

(ନାମ) ମୃଚ୍ଛକଟିକ ନାମକ ସଂସ୍କୃତ ନାଟକରେ ପ୍ରଣେତା ରାଜାଙ୍କ ନାମ —The name of a king, the author of a Sanskrit Drama Mṛuchha kaṭika.

[ଦ୍ରଷ୍ଟବ୍ୟ —ଉକ୍ତ ଗ୍ରନ୍ଥରେ ଲେଖା ଅଛି ଯେ, ଏ ଅତିଶୟ ବୁଦ୍ଧିମାନ, ରୂପବାନ୍ ଓ ଦ୍ୱିଜବଂଶୋତ୍ପନ୍ନ ରାଜା ଥିଲେ ଓ ସାମବେଦ, ଋଗ୍ୱେଦ, ଗଣିତ, କଳା ବିଦ୍ୟା, ହସ୍ତିଶାସ୍ତ୍ରରେ ବିଶେଷ ପାରଦର୍ଶୀ ଥିଲେ ଏ ନିଜର ପୁତ୍ରଙ୍କୁ ରାଜସିଂହାସନରେ ବସାଇ ଅଶ୍ୱମେଧ ଯଜ୍ଞ କଲେ ଏଶ ବର୍ଷ ଜୀବିତ ଥାଇ ଅଗ୍ନିପ୍ରବିଷ୍ଟ ହୋଇ ଦେହ ତ୍ୟାଗ କଲେ]

୨. ବାଣଭଟ୍ଟଙ୍କର କାଦମ୍ୱରୀ ନାମକ ଉପନ୍ୟାସରେ କଥିତ ଉଜ୍ଜୟିନୀର ରାଜା —୨. Name of a king of Ujjaini mentionedd in the Sanskrit novel kādamabari.

[ଦ୍ରଷ୍ଟବ୍ୟ —କେହି କେହି ଅନୁମାନ କରନ୍ତି ଯେ ଉକ୍ତ ଦୁଇ ଶୂଦ୍ରକ ଏକ ବ୍ୟକ୍ତି ଥିଲେ]