Jump to content

ଶୂଦ୍ରମୁନି

ଉଇକିଅଭିଧାନ‌ରୁ

ଶୂଦ୍ରମୁନି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ତପସ୍ୟାରେ ନିରତ ଶୂଦ୍ର —୧. A Ṡūdra engaged in performing religious austerities.
୨. ମୁନିବତ ତପୋନିରତ ଶୂଦ୍ର — ୨. A Ṡūdra as pious as a sage.

[ଦ୍ରଷ୍ଟବ୍ୟ — ରାମଚନ୍ଦ୍ରଙ୍କ ରାଜତ୍ୱକାଳରେ ଜଣେ ଶୂଦ୍ରମୁନି ତପସ୍ୟା କରୁଥିବାରୁ ଦେଶରେ ନାନା ଉପଦ୍ରବ ଘଟିଲା ଓ ରାମଚନ୍ଦ୍ର ଉକ୍ତ ଶୂଦ୍ରମୁନିଙ୍କୁ ହତ କରିବାରୁ ରାଜ୍ୟ ନିରୁପଦ୍ରବ୍ୟ ହେଲା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସାରଳା ଦାସ (ଦେଖ) - — Ṡāraḻā dāsa (See)

[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ଏହି ଶୂଦ୍ରମୁନି ସାରଳା ଦାସଙ୍କ ପ୍ରଥମ ନାମ ଥିଲା କେହ୍ଲେଇ ପରିଡ଼ା]