ଶୂନ୍ୟ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଆକାଶ
  • ବାୟୁ ବା ଅନ୍ୟବସ୍ତୁ ରହିତ ରିକ୍ତ ସ୍ଥାନ
  • ରିକ୍ତତାସୂଚକ ବିନ୍ଦୁ '୦' ସଂଖ୍ୟା ନ ଥିବାର ପରିଚାୟକ ମଣ୍ତଳ
  • ରିକ୍ତତା
  • ନିର୍ଜ୍ଜନସ୍ଥାନ
  • ବ୍ରହ୍ମା
  • ଅନବସ୍ଥିତି

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ରିକ୍ତ; ଖାଲି
  • ଫମ୍ପା
  • ନିର୍ଜ୍ଜନ
  • ନିସ୍ତବଧ
  • ତୁଚ୍ଛ
  • ହୀନ
  • ଅନବସ୍ଥିତ; ସ୍ଥିତିରହିତ
  • ବିଷର୍ଣ୍ଣ
  • ଅପକ୍ଷପାତ
  • କପଟତା ହୀନ
  • ନିରର୍ଥକ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ବିନ୍ଦୁ

ବିଶେଷଣ (ଦେଶଜ)[ସମ୍ପାଦନା]

  • ଯହିଁର କୌଣସି କାରଣ ନିର୍ଣ୍ଣୟ କରାଯାଇ ନ ପରେ
  • ଆକାଶରୁ ଶୁଣାଯିବା
  • ଯନ୍ତ୍ର ପରିଚାଳିତ; ଯାହା ଦୃଶ୍ୟମାନ ଜୀବଜନ୍ତୁଙ୍କଦ୍ଵାରା ଚାଳିତ ନୁହେଁଶୂନ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ସୁ=ଅତିଶୟ+ଊବ=ନ୍ୟୂନ+ଯ, ନିପାତନ କିମ୍ୱା ଶୂନା=ପ୍ରାଣିବଧ+ହିତାର୍ଥେ. ଯ)[ସମ୍ପାଦନା]

୧. ଆକାଶ — ୧. The sky; the void.
୨. ବାୟୁ ବା ଅନ୍ୟବସ୍ତୁ ରହିତ ରିକ୍ତ ସ୍ଥାନ —୨. Empty space; vacuum; vacant space.
୩. ରିକ୍ତତାସୂଚକ ବିନ୍ଦୁ 'ଠ'; ସଂଖ୍ୟା ନ ଥିବାର ପରିଚାୟକ ମଣ୍ଡଳ — ୩. Zero; a dot; a cypher.
୪. ଅଭାବ — ୪. Want.
୫. ରିକ୍ତତା —୫. Emptiness.
୬. ନିର୍ଜ୍ଜନସ୍ଥାନ —୬. Lonely place.
୮. ଅନବସ୍ଥିତି — ୮. Nonexistence; nonentity. (Apte).
(ଶୂନ୍ୟା—ସ୍ତ୍ରୀ) 

[ଶୂନ୍ୟତା—ବି]

ବିଶେଷଣ -[ସମ୍ପାଦନା]

୧. ରିକ୍ତ; ଖାଲି —୧. Empty; vancant.
୨. ଫମ୍ପା —୨. Hollow.
୩. ନିର୍ଜ୍ଜନ — ୩. Lonety; desolate.
୪. ନିସ୍ତବ୍ଧ —୪. Still
୫. ତୁଚ୍ଛ —୫. Trifling.
୬. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ; ଯଥା—ଧନଶୂନ୍ୟ; ପ୍ରାଣଶୂନ୍ୟ) (ଅମୁକରେ) ହୀନ —୬. (in compounds) Devoid of; not having; deprived of.
୭. ଅନବସ୍ଥତ; ସ୍ଥିତି— ରହିତ —୭. Non existent. (Apte).
୮. ବିଷର୍ଣ୍ଣ — ୮. Dejected; downcast; dispirited.
୯. ଅପକ୍ଷାପାତ —୯. Indifferent [Apte].
୧. କପଟତା ହୀନ —୧୦. Guiless [Apte].
୧୧. ନିରର୍ଥକ —୧୧. Nonsensical; unmeaning.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବିନ୍ଦୁ —point.

(ଉ—ତୋ ବର୍ଣ୍ଣ ବେଦରୁ ବାହାର, ଠୁଳ ଶୂନ୍ୟରୁ ଅଭ୍ୟନ୍ତର ଭୂପତି ପ୍ରେମ

ମୃତ) 

(ଯଥା—ଶୂନ୍ୟ ଶବ୍ଦ)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଯହିଁରେ କୌଣସି କାରଣ ନିର୍ଣ୍ଣୟ କରାଯାଇ ନ ପାରେ —୧. Of which no palpable cause can be assigned.

(ଯଥା—ଶୂନ୍ୟଫୋଟକା, ଶୂନ୍ୟଫୁଲା)

୨. ଆକାଶରୁ ଶୁଣାଯିବା —୨. Heard form the space.
୩. ଯନ୍ତ୍ର ପରିଚାଳିତ; ଯାହା ଦୃଶ୍ୟମାନ ଜୀବଜନ୍ତୁଙ୍କଦ୍ୱାରା ଚାଳିତ ନୁହେଁ —୩. Driven by invisible power.

(ଯଥା—ଶୂନ୍ୟ ଗାଡ଼ି)