Jump to content

ଶୂନ୍ୟଚାରୀ

ଉଇକିଅଭିଧାନ‌ରୁ

ଶୂନ୍ୟଚାରୀ

ଉଚ୍ଚାରଣ

[ସମ୍ପାଦନା]
(ଶୂନ୍ୟଚାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶୂନ୍ୟଚାରିନ୍ ଶବ୍ଦ; ଶୂନ୍ୟ+ଚର୍ ଧାତୁ+ ଇନ୍)

[ସମ୍ପାଦନା]

ଶୂନ୍ୟବିହାରୀ; ଯେ ଆକାଶରେ ବିଚରଣ କରେ; ଆକାଶବିହାରୀ —Moving in the sky.

ବିଶେଷ୍ୟ -

[ସମ୍ପାଦନା]
୧. ପକ୍ଷୀ —୧. Bird.
୨. ଦେବତା ଗଣ —୨. Deities.
୩. ରକ୍ଷସ —୩. Demon.